ସୁବର୍ଣ୍ଣମେରୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାରରୁ ବାହାରିଲେ ୧୦୮ ଭରି ସୁନା ନାଗ

in #sonepur2 years ago (edited)

IMG_20220602_202723.jpgପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ସୁବର୍ଣ୍ଣପୁରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ଭାବେ ୧୦୮ ଭରି ସୁନା ନାଗ ଆଜି ସୋନପୁର କୋଷାଗାରରୁ ବାହାରିଥିବା ଜଣାଯାଇଛି ।

୪ ତାରିଖ ରାତିରେ ସୁବର୍ଣ୍ଣମେରୁଙ୍କ ବିବାହୋତ୍ସବ ଓ ୫ ତାରିଖରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

https://odishalocal.com/