ଘର ତାଲା ଭାଙ୍ଗି ଗହଣା ଲୁଟ୍

in #mayurbhanj2 years ago

ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୧୨ ନମ୍ୱର ୱାର୍ଡ ରେ ଆଜି ଦିନ ୧୧ ସମୟ ରେ ଜଣକ ଘରୁ ତାଲା ଭାଙ୍ଗି ଗଡରେଜରୁ ଏକ ଲକ୍ଷ ଟଙ୍କାର ଗହଣା ଓ ୫୦୦୦ ହଜାର ଟଙ୍କା ଲୁଟ ଅଭିଯୋଗ ହୋଇଛି।

ଆଜି ସକାଳେ ଉକ୍ତ ୱାର୍ଡ ର ହିମାଂଶୁ ପୁହାଣ ବାହାରକୁ ଯାଇ ଫେରିବା ପରେ ଲୁଟ୍ ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

https://odishalocal.com/IMG_20220601_210511.jpg