ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପରିଷଦ ସଭ୍ୟ

in #kalahandi2 years ago

IMG_20220602_215829.jpgକଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ପାହାଡପଦର ପଞ୍ଚାୟତକୁ ଆଜି ଜିଲ୍ଲାପରିଷଦ ସଭ୍ୟ ପରୀକ୍ଷିତ ନାଏକ ଗସ୍ତକରି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ସମିତିସଭ୍ୟ ଉପସ୍ଥିତ ଥିଲେ ।

https://odishalocal.com/