ବୌଦ୍ଧର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ

in #boudh2 years ago

ଆଜି ସକାଳରେ ଚନ୍ଦ୍ର ଚୁଡ ମନ୍ଦିର ନଦୀ ଘାଟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଂଚଳ ପରିଷଦ ଇଂ.ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସାନିଟେସନ ଏକ୍ସପାର୍ଟ ସୁନୀଲ କୁମାର ପ୍ରଧାନଙ୍କ ସହଯୋଗରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଯୋଗ ଦେଇ ସ୍ଲୋଗାନ ଦେଇ ନଦୀକୂଳ ଲୋକଙ୍କୁ ସେଚେତନା କରିଥିଲେ ।

https://odishalocal.com/

IMG_20220605_193613.jpg