କେଉଁ ରାଷ୍ଟ୍ର ମନ୍ତ୍ରୀଙ୍କୁ କେଉଁ ଦାୟିତ୍ୱ ମିଳିଛି

in #bhubaneswar2 years ago

ନୂଆ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ସମୀର ରଞ୍ଜନ ଦାସଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅଶ୍ୱିନୀ କୁମାର ପାତ୍ରଙ୍କୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଏବଂ ଅବକାରୀ,ପ୍ରୀତିରଞ୍ଜନ ଘଡେଇଙ୍କୁ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା,ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ଓ କର୍ମଚାରୀ ବୀମା, ତୁଷାରକାନ୍ତି ବେହେରାଙ୍କୁ ଇଲେକ୍ଟ୍ରୋନିକ୍ସ, ଆଇଟି, କ୍ରୀଡା ଓ ଯୁବ ସେବା, ରୋହିତ ପୂଜାରୀ ଉଚ୍ଚ ଶିକ୍ଷା, ରିତା ସାହୁଙ୍କୁ ବୟନ, ହସ୍ତତନ୍ତ ଓ ବୟନ ଶିଳ୍ପ, ବାସନ୍ତୀ ହେମ୍ବ୍ରମଙ୍କୁ ମହିଳା, ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଦିଆଯାଇଛି l
ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି l

https://odishalocal.com/

IMG_20220605_182836.jpg