ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ

in #balasore2 years ago

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ଓଡିଶା ସରକାରଙ୍କ ଜଳଯୋଗାଣ ପ୍ରକଳ୍ପ ବସୁଧା ଯୋଜନାରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଆଜି ମଧ୍ୟାହ୍ନରେ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଦ୍ବାରା ଉଦଘାଟିତ ହୋଇଛି।

https://odishalocal.com/IMG_20220601_223156.jpg