ଭୀମଭୋଇ ମେଡିକାଲ ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଆଲୋଚନା

in #balangir2 years ago

ବଲାଙ୍ଗିର ସହରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ସମେତ ଅନ୍ଯାନ୍ଯ ସଂଗଠନ ସହ ମିଶି ଆଜି ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।

ମେଡିକାଲରେ ଅଲଟ୍ରାସାଉଣ୍ତ, ଏଣ୍ଡୋସ୍କୋପି,ବର୍ଣ୍ଣ ଓସିକିଲ ସେଲ ୟୁନିଟ ସ୍ଥାପନ ଓ ଅନ୍ଯାନ୍ଯ ବିଷୟ ଉପରେ ଆଲୋଚନା ହୋଇଥିଲା।IMG_20220601_223014.jpg

https://odishalocal.com/