ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର

in #angul2 years ago

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ନୁଆଗାଁ ଗ୍ରାମର ବୈରାଗୀ ଚନ୍ଦନ ଓ ଶମ୍ଭୁନାଥ ଆଜି ନିକଟସ୍ଥ ଲୁଣମାଟି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଜଣଙ୍କୁ ଭାଲୁ ଆକ୍ରମଣ କରିବାରୁ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଛେଣ୍ଡିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

https://odishalocal.com/

IMG_20220601_190152.jpg