ଚିନ୍ମୟୀ ଦାସଙ୍କୁ ମିଳିଳା ପ୍ରକୃତି ବନ୍ଧୁ ପୁରସ୍କାର

in #angul2 years ago

ଅନୁଗୁଳ ଜିଲ୍ଲା ଫରେଷ୍ଟ ରେଞ୍ଜର କଲେଜ ପରିସରରେ ଆଜି ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଜରପଡାର ସମାଜ ସେବୀ ଚିନ୍ମୟୀ ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି।

https://odishalocal.com/

IMG_20220605_191638.jpg