କେଉଁ କ୍ୟାବିନେଟ ମନ୍ତ୍ରୀଙ୍କୁ କଣ ଦାୟିତ୍ୱ

in #bhubaneswar2 years ago

ନୂତନ ମନ୍ତ୍ରିମଣ୍ଡଳକୁ ଦାୟିତ୍ୱ ବଣ୍ଟନ ପରେ ଅଶୋକ ପଣ୍ଡାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ନିରାପତ୍ତା, ଭିନ୍ନକ୍ଷମ ସଶକ୍ତିକରଣ, ନିରଞ୍ଜନ ପୂଜାରୀଙ୍କୁ ଅର୍ଥ, ସଂସଦୀୟ ବ୍ୟାପାର, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି ଓ ଇସ୍ପାତ, ପୂର୍ତ୍ତ, ପ୍ରଦୀପ ଅମାତଙ୍କୁ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ, ପ୍ରମିଳା ମଲ୍ଲିକଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ରଣେନ୍ଦ୍ର ସ୍ୱାଇଁଙ୍କୁ କୃଷି, ମତ୍ସ୍ୟ, ପଶୁ ପାଳନ, ନବକିଶୋର ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଟୁକୁନି ସାହୁଙ୍କୁ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ଉଷା ଦେବୀଙ୍କୁ ନଗର ଉନ୍ନୟନ, ଜଗନ୍ନାଥ ସାରକାଙ୍କୁ ଜନଜାତି କଲ୍ୟାଣ, ଆଇନ, ପଛୁଆ ବର୍ଗ ବିକାଶ, ପ୍ରତାପ ଦେବଙ୍କୁ ଶିଳ୍ପ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଯୋଗାଣ ଓ ସମବାୟ,ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସମନ୍ୱୟ ବିଭାଗ ଦିଆଯାଇଛି l

https://odishalocal.com/

IMG_20220605_182916.jpg