ବିଶ୍ୱ ପରିବେଶ ଦିବସ ପାଳିତ

in #sonepur2 years ago

ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ତରଫରୁ ଆଜି ସଦର ବ୍ଲକ ହରଡଖୋଲ ପଞ୍ଚାୟତର କୁଲିପାଲି ଶିଶୁ ସଂଘର ସଦସ୍ୟମାନଙ୍କୁ ନେଇ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି।

ଚାଇଲଡ଼ ଲାଇନ ତରଫରୁ ଆଶିଷ କୁମାର ନାୟକ ଓ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ବୃକ୍ଷ ରୋପଣ କରି ଆମ ପରିବେଶ ସୁରକ୍ଷା କରିବା ଓ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରି ପାରିବ ସେ ବିଷୟରେ ଆଲୋଚନା କରିଥିଲେ।ଶିଶୁମାନେ ମଧ୍ୟ ଏହି ବର୍ଷ ଅତି କମରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ।

https://odishalocal.com/

IMG_20220605_193448.jpg