ବନସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

in #sonepur2 years ago

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ଠାରେ ଆଜି ବନ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି ।

ଏଥିରେ ରେଞ୍ଜର ଦିଲ୍ଲୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ଦିବସ ପାଳନର ମହତ୍ତ୍ଵ ଉପରେ କହିଥିଲେ ।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା ।

https://odishalocal.com/

IMG_20220605_184212.jpg