ଓଲଟିଲା ଟ୍ରକ, ଚାଳକ ଗୁରୁତର

in #angul2 years ago

ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ଇତି ଗ୍ରାମ ନିକଟରେ ଆଜି ଗୋଟିଏ ଟ୍ରକ କେନ୍ଦୁଝରରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଚାଳକ ଗୁରୁତର ହୋଇଛନ୍ତି।

ଏନେଇ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।

https://odishalocal.com/

IMG_20220605_191957.jpg